ଅଭିଭାବକଙ୍କ ଧାରଣା : ୬୪ ଛାତ୍ରଛାତ୍ରୀ କରିପାରି ନାହାନ୍ତି ମାଟ୍ରିକ୍‌ ପରୀକ୍ଷା ଫର୍ମପୂରଣ

ଜଗତପୁର: ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେବାପାଇଁ ଛାତ୍ରଛାତ୍ରୀ ମାନଙ୍କର ଅନଲାଇନ ମାଧ୍ୟମରେ ଫର୍ମ ପୂରଣ କାର୍ଯ୍ୟ ଶେଷ ହୋଇଛି। କିନ୍ତୁ ଜଗତପୁର, ନିମପୁର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୬୪ ଜଣ ଛାତ୍ରଛାତ୍ରୀ ମ୍ୟାଟ୍ରିକ ପରୀକ୍ଷା ଦେବା ପାଇଁ ସମସ୍ତ ପ୍ରକାର ପ୍ରଚେଷ୍ଟା କରି ଆବେଦନରୁ ବଞ୍ଚିତ ହୋଇଛନ୍ତି। ଏହାକୁ ନେଇ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ଚିନ୍ତlରେ ଥିବା ବେଳେ ସ୍ଥାନୀୟ ଅଞ୍ଚଳର ସଚେତନ ନାଗରିକ … Continue reading ଅଭିଭାବକଙ୍କ ଧାରଣା : ୬୪ ଛାତ୍ରଛାତ୍ରୀ କରିପାରି ନାହାନ୍ତି ମାଟ୍ରିକ୍‌ ପରୀକ୍ଷା ଫର୍ମପୂରଣ